ବାଗକୁ ଆଣିବା
ଦେଖଣା
ବାଗକୁ ଆଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଗକୁ ଆଣିବା
|
[ବାଗରେ ପକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରି.
[ସମ୍ପାଦନା]- ୧. ବଶୀଭୁତ କରିବା ଆପଣାର ଅଧୀନ କରିବା —୧. To bring under one's control.
- ୨. ବିଗିଡ଼ି ଥିବା ବସ୍ତୁକୁ ସଜାଡ଼ିବା — ୨. To reorganies; to set right.
- ୩. ବାଟକୁ ଆଣିବା —୩. To bring to the right path.