Jump to content

ବାଗଡ଼ୋର

ଉଇକିଅଭିଧାନ‌ରୁ

ବାଗଡ଼ୋର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ବଳ୍ଗା+ଡ଼ୋରକ) ===

ଘୋଡ଼ାର ମୁଖ ରଜ୍ଜୁ —A long rupe rope used to tie up a horse mouth.

[ଦ୍ରଷ୍ଟବ୍ୟ —ଘୋଡ଼ାର ମୁହଁରେ ଲଗା ଯାଇ ଥିବା କଜେଇରେ ଏକ— ଏକ ପାଖରେ ଡ଼ୋରକୁ ଲଗାଇ ଘୋଡ଼ାର ମୁଣ୍ଡ ବାଟେ ବୁଲାଇ ଆଣି କକେଇ ଆର ପାଖରେ ସଂଲଗ୍ନ କରାଯାଏ ଓ ତହିଁରେ ଲମ୍ୱ ଅଂଶକୁ ଘୋ଼ଡ଼ାକୁ ଟହଲାଇବା ଲୋକକୁ ଧରେ]