Jump to content

ବାଗଦାନ

ଉଇକିଅଭିଧାନ‌ରୁ

ବାଗଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ ଷଷ୍ଟୀ ତତ୍; ବାକ୍+ଦାନ)

[ସମ୍ପାଦନା]
୧. ପ୍ରତିଶୃତି — ୧. Promise.
୨. କନ୍ୟାକୁ ବରପାତ୍ରଙ୍କ ସଙ୍ଗେ ବିବାହ ଦେବା ନିମନ୍ତେ କନ୍ୟାପିତାଙ୍କ ପ୍ରତିଜ୍ଞା; ମହାପ୍ରସାଦ ନିର୍ବନ୍ଧ —୨. Ceremony of betrothal done by the bride's father.