ବାଗଦୋଷ
ଦେଖଣା
ବାଗଦୋଷ
ଉଚ୍ଚାରଣ
[ସମ୍ପାଦନା](ବାଗ୍ଦୋଷୀ—ବିଣ)
ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍ ବା ୭ ମା ତତ୍; ବାକ୍+ଦୋଷ)
[ସମ୍ପାଦନା]- ୧. କର୍କଶ ବାକ୍ୟ ବା ଧ୍ୱନୀର ଉଚ୍ଚାରଣ — ୧. Utterance of harsh sound or words (Apte)
- ୩. ଅପବାଦ ===
- ୪. ଅବ୍ୟାକରଣିକ ବାକ୍ୟ —୪. Ungrammatical speech. (Apte)
- ୫. ବାକ୍ୟରେ ଅପରାଧୀ —୫. Guilty of improper or impious speech (apte)