Jump to content

ବାଗବିଭବ

ଉଇକିଅଭିଧାନ‌ରୁ

ବାଗବିଭବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍; ବାକ୍+ବିଭବ)

[ସମ୍ପାଦନା]
୧. ବ୍ୟବହୃତ ବାକ୍ୟମାନଙ୍କ ଭଣ୍ଡାର —୧. Stock of words. (Apte)
୨. ବାକ୍ୟରେ ବର୍ଣ୍ଣନା କରିବାରେ ପ୍ରଚୁର କ୍ଷମତା — Power to description; command over language (Apte).