ବାଗର୍
ଦେଖଣା
ବାଗର୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସୁପନ୍ଥାରେ ଚଳିବା (ବ୍ୟକ୍ତି); ସୁଧାର — ୧. Methodical.
- ୨. ଉତ୍ତମ —୨. Good.
(ଯଥା—ସେ ପିଲାଟା ବାଗର ହେଲା ନାହିଁ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶାଣ (ହିନ୍ଦୀ - ଶ) —୧. Whetsone.
- ୨. ନିର୍ଣ୍ଣୟ(ହିନ୍ଦୀ - ଶ) —୨. Ascertainment.
- ୩. ମେଣ୍ଢା (ହିନ୍ଦୀ - ଶ) —୩. Sheep.
- ୪. ପଣ୍ଡିତ (ହିନ୍ଦୀ - ଶ) —୪. A learned person.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ନିର୍ଭୟ (ହିନ୍ଦୀ - ଶ) —Fearless.