Jump to content

ବାଗୁଦୀ

ଉଇକିଅଭିଧାନ‌ରୁ

ବାଗୁଦୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବାଗୁ(ଘୃ)ତୀ, ବାହୁତୀ(ଦୀ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକଦ୍ୱୀପ= ମେଦିନୀପୁରସ୍ଥ ପ୍ରଗନ୍ନାବିଶେଷ; ଏମାନେ ସେଠାରେ ଅଧିବାସୀ ଥିବାରୁ)

[ସମ୍ପାଦନା]

ମତ୍ସ୍ୟଜୀବୀ ଅସ୍ପଶ୍ୟ ଜାତିବିଶେଷ —A low caste people living on fishing.

[ଦ୍ରଷ୍ଟବ୍ୟ —ବକଦ୍ୱୀପ ବକାସୁରର ରାଜ୍ୟ ଓ ଏହା ବାଗଦୀ ଜାତିର ଆଦିବାସସ୍ଥାନ ଥିଲା ବୋଲି କିଂବଦନ୍ତୀ ଅଛି—ଯୋଗେଶ୍ଚନ୍ଦ୍ର]