Jump to content

ବାଗୁରା

ଉଇକିଅଭିଧାନ‌ରୁ

ବାଗୁରା

ଉଚ୍ଚାରଣ

[ସମ୍ପାଦନା]
(ବାଗୁରିକା—ସ୍ତ୍ରୀ) 

ସଂସ୍କୃତ - ବି—(ବା ଧାତୁ=ସୁତା ବିସ୍ତାର କରିବା+କରଣ. ଉର+ ସ୍ତ୍ରୀ. ଆ; 'ଗ' ଆଗମ)

[ସମ୍ପାଦନା]
୧. ମୃଗ ଆଦି ଧରିବାର ଫାଶ; ଫାନ୍ଦ —୧. Snare; a trap.
୨. ଜାଲ —୨. Net.
୩. ମାଛ ଧରିବା ନିମିତ୍ତ୍ ବାଉଁଶ ଖଡ଼ିକାନିର୍ମିତ ବଡ଼ ଖଇଞ୍ଚି —୩. A fishing contrivance made of slender bemboo laths.