ବାଗେ
ଦେଖଣା
ବାଗେ
ଉଚ୍ଚାରଣ
[ସମ୍ପାଦନା](ବାଗେରେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପ୍ରକାରେ; ରୂପେ — ୧. In the manner of.
- ୨. ଅନୁସାରେ —୨. According to.
ଭୀମ ତାହା ଶୁଣିଣ ଯୁଧିଷ୍ଠିର ଆଗେ ଜାଣାଇଲେ ସମସ୍ତ କଥା ସେହି ବାଗେ— କୃଷ୍ଣସିଂହ, ମହାଭାରତ ବନ
- ୩. ପରି —୩. Like.
- ୪. ସୁବିଧାକ୍ରମେ — ୪. Conveniently.