Jump to content

ବାଗ୍ଗଟ

ଉଇକିଅଭିଧାନ‌ରୁ

ବାଗ୍ଗଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. 'ବାଗ୍ଗଟ ସଂହିତା'ର ରଚୟିତା — ୧. The author of 'Bāg-bhaṭa' saṁhitā
୨. ଜେନ ଅଳଙ୍କାରିକବିଶେଷ —୨. Name of a J&aline;i̱na grammarian.


[ ଦ୍ର—ପ୍ରାଚୀନ ଗ୍ରନ୍ଥମାନଙ୍କରେ ଏକାଧିକ ବାଗ୍ଭଟନାମଧାରୀଙ୍କ ପରିଚୟ ମିଳେ ୧—ଅଷ୍ଟାଙ୍ଗ ହୃଦୟ ସଂହିତା ନାମକ ବୈଦିକ ଗ୍ରନ୍ଥର ରଚିୟିତା; ପିତାଙ୍କ ନାମ ସିଂହ ଗୁପ୍ତ ୨—ପଦାର୍ଥଚନ୍ଦ୍ରିକା, ଭାବପ୍ରକାଶ, ରସରତ୍ନସମୁଚ୍ଚୟ, ଶାସ୍ତ୍ର—ଦର୍ପଣ ଆଦି ଗ୍ରନ୍ଥର ରଚିୟିତା ୩—ବୈଦ୍ୟକ ନିର୍ଘଣ୍ଟର ରଚୟିତା ଓ୪—ଅଳଙ୍କାର ତିଳକ, ବାଗ୍ଘଟାଳଙ୍କାର ଓ ଛନ୍ଦାନୁଶାସନ ଗ୍ରନ୍ଥ ପ୍ରଣେତା ଜୈନ ପଣ୍ଡିତ ପିତାଙ୍କ ନାମ ନେମିକୁମାର—ହିନ୍ଦୀ - ଶ. ]