ବାଗ୍ମୀ
ଦେଖଣା
ବାଗ୍ମୀ
ଉଚ୍ଚାରଣ
[ସମ୍ପାଦନା](ବାଗ୍ମିତା(ତ୍ୱ)—ବି)
[ବାଗ୍ମିନୀ—ସ୍ତ୍ରୀ]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ.—(ବାକ୍+ଅସ୍ଥି.ଅର୍ଥରେ ମିନ୍; ବାଗ୍ମୀନ୍. ୧ମା ୧ବ)
[ସମ୍ପାଦନା]- ୧. ଯୁବକ୍ତା —୧. Versed in oratory.
- ୨. ବାକ୍ପଟୁ —୨. Skilled in the use of expressions; skilful in speech.
- ୩. ବାଚାଳ —୩. Talkative; garrulous.
- ୪. ବାଦ୍ୱାନ୍ —୪. Learned.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୃହସ୍ପତି —୧. Bṛuhaspati.
- ୨. ଉତ୍କୃଷ୍ଟ ବକ୍ତା —୨. Orator.