Jump to content

ବାଗ୍ଯତ

ଉଇକିଅଭିଧାନ‌ରୁ

ବାଗ୍ଯତ

ଉଚ୍ଚାରଣ

[ସମ୍ପାଦନା]
(ବାଗ୍ଯତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (୭ମୀ. ତତ; ବାକ୍+ଯତ)

[ସମ୍ପାଦନା]
୧. ଯେ ଗୁଡ଼ାଏ କଥା କହେ ନାହିଁ; ଯାହାର ବାକ୍ସଂଯମ ଅଛି; ସଂଯତବାକ୍ —୧. Taciturn, reserved; having control over one's tongue.
୨. ମୌନୀ — ୨. Silent; one who has curbed his speech.