ବାଗ୍ ଦୁଷ୍ଟ
ଦେଖଣା
ବାଗ୍ ଦୁଷ୍ଟ
ଉଚ୍ଚାରଣ
[ସମ୍ପାଦନା](ବାଗଦୁଷ୍ଟା—ସ୍ତ୍ରୀ)
ବାଗଦୃଷ୍ଟୀ, ବାଗଦୋଷ,ବାଗଦୁଷ୍ଟତା ବି
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି, ବାକ୍+ଦୁଷ୍ଟ)
[ସମ୍ପାଦନା]- ୧. ଯେ ମୁଁହରେ ତିରସ୍କାରପୁର୍ଣ୍ଣ ବାକ୍ୟ ଧରେ — ୧. Scurrilous.
- ୨. ଯେ ଅବ୍ୟାକରଣିତ ଭାଷା ବ୍ୟବହାର କରେ —୨. Using ungrammatical language.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅପବାଦକାରୀ —୧. Defamer.;
- ୨. ଯେଉଁ ବ୍ରାହ୍ମଣର ଉପଯୁକ୍ତ ବୟସରେ ଉପନୟନ ହୋଇ ନାହିଁ —୨. A Brāhmaṇa not invested with the sacred thread at the proper time of life.