ବାଗ ବଗିଚା
ଫୁଲ ଓ ଫଳ ବଗିଚା; ବଗାତ — Orchards and flower gardens.
ଘର, ବାଗ ବଗିଚା, ଘର ଅସବାବମାନ ଛାଡ଼ି ଜମିଦାରୀ ତାଲୁକା ଚାରି ଗୋଟା ଫକୀରମୋହନ, ଛମାଣ ଆଠଗୁଣ୍ଠ