ବାଗ ବିଳାସ
ଦେଖଣା
ବାଗ ବିଳାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଗ ବିଳାସ
|
(ବାଗନାବିଳାସ—ଅନ୍ୟରବପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁଷ୍ପ ଲତାବିଶେଷ — A kind of flowering creeper; Bougenvellia.
[ଦ୍ରଷ୍ଟବ୍ୟ —ଏ କଣ୍ଟାଳିଆ ଓ ବୁଦାଳିଆ ଗୁଳ୍ମ ଓ ବଙ୍କା କଣ୍ଟାଦ୍ୱାରା ଅନ୍ୟ ଗଛରେ ମାଡ଼େ ଫୁଲ ସଙ୍ଗେ ୩ଟି ପତ୍ର ଥାଏ ଏହି ପତ୍ର ଗୋଲାପୀ ବା ପାଟଳ ଏ ଗଛ ଆମେରିକାରୁ ଏ ଦେଶକୁ ଆସିଥିଲା]