ବାଗ ମାଡ଼ିବା
ଦେଖଣା
ବାଗ ମାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଗ ମାଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାଗଦ୍ୱାରା ଘୋଡ଼ାର ଗତିକୁ କୌଣସି ଦିଗକୁ ନିୟନ୍ତ୍ରିତ କରିବା — ୧. To direct the motion of a horse by handling the reins.
- ୨. (ଲକ୍ଷଣାର୍ଥ) ଆପେ ଚିହ୍ନା ନ ପଡ଼ି କୌଣସି ବ୍ୟକ୍ତିକୁ ନିୟନ୍ତ୍ରିତ କରିବା —୨. (figurative) To guide a person from behind.