Jump to content

ବାଗ ମାନିବା

ଉଇକିଅଭିଧାନ‌ରୁ

ବାଗ ମାନିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆୟତ୍ତ ହେବା —୧. To be brought under control.
୨. ଆଦେଶ ପାଳନ କରିବା —୨. To obey one's directions.
୩. ଆଦେଶ ମୁତାବକ ଚଳିବା — ୩. To be guided by
୪. (ଘୋଡ଼ା) ଆରୋହୀର ନିୟନ୍ତ୍ରଣଧୀନ ହେବା — ୪. (A horse) To obey the reins.