Jump to content

ବାଘଛେଳି

ଉଇକିଅଭିଧାନ‌ରୁ

ବାଘଛେଳି

ଉଚ୍ଚାରଣ

[ସମ୍ପାଦନା]

[ ବାଘବକ(କୁ)ରି—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାଘବଜାରି (ଦେଖ) - — ୧. Bāghabajāri (See).
୨. ପିଲାମନଙ୍କର ଏକପ୍ରକାର ଦଉଡ଼ାଦଉଡ଼ି ଖେଳ — ୨. A kind of outdoor game amongst boys.

[ ଦ୍ର—ଏ ଖେଳରେ ଗୋଟିଏ ପିଲା ବାଘ ହୁଏ; ଅନ୍ୟ ପିଲାମାନେ ଅଣ୍ଟା ଧରାଧରି ହୋଇ ଗୋଟିଏ ଧାଡ଼ିରେ ଛେଳି ସାଜନ୍ତି ଅନ୍ୟ ଗୋଟିଏ ପିଲା ବୁଢ଼ିଆଣୀ ହୋଇ ଏକ ସ୍ଥାନରେ ବସିରହେ ଏବଂ ତା ଚାରିପାଖେ ବାଘ ଘାଉଁରି ଖାଉଥାଏ ଛେଳିମାନେ ବାଘକୁ ଏଡ଼ି ବୁଢିଆଣୀକୁ ଛୁଇଁବାପାଇଁ ଚେଷ୍ଟା କରନ୍ତି ବୁଢ଼ିଆଣୀକୁ ଛୁଇଁବା ପୂର୍ବରୁ ବାଘ ଯେଉଁ ଛେଳିକୁ ଧରି ପକାଏ ସେ ପିଲା ହାରେ ବା ମରେ ]

୩. ବ୍ୟାଘ୍ର ଓ ଛାଗଳ —୩. Tiger and sheep.
୪. (ଲକ୍ଷଣାର୍ଥ)—ଖାଦକ ଜୀବ ଓ ଖାଦ୍ୟଜୀବ — ୪. (figurative) The eater and its victim.