ବାଘଦୁଧ
ଦେଖଣା
ବାଘଦୁଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଘଦୁଧ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟାଘ୍ରଗୁଗ୍ୱ)
[ସମ୍ପାଦନା]- ୧. ବାଘଠାରୁ ଦୁହାଁହେବା ଦୁଧ ଆଣିବା ମନୁଷ୍ୟ ପକ୍ଷରେ ଯେପରି ଅସମ୍ଭବ, ସେହିପରି ଅସମ୍ଭବ କଥା —୧. Impossible thing.
- ୨. ଅପ୍ରାପ୍ୟ ବସ୍ତୁ —୨. Unprocurable thing.