ବାଘନଖ
ଦେଖଣା
ବାଘନଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟାଘ୍ର ଓ ନଖ)
[ସମ୍ପାଦନା]- ୧. ବାଘର ନଖ — ୧. Tiger's claws.
- ୨. ବାଘନଖଯୁକ୍ତ କଣ୍ଠର ସ୍ୱର୍ଣ୍ଣାଳଙ୍କାରବିଶେଷ —୨. An ornament for the neck set with tiger's claws.
[ ଦ୍ର—ବାଘନଖର କେତେକ ଅଂଶକୁ ସୁନା ବା ରୁପା ଛାଆଣି କରି ବେକର ହାରରେ ହାତରେ, ବାଜୁବନ୍ଧରେ ବସାଯାଏ ଓ ଆଜି କାଲି ବ୍ରୁଚ୍ କରାଯାଉ ଅଛି ]
- ୩. ବାଘନଖୀ (ଦେଖ) - —୩. Bāghanakhī (See)