Jump to content

ବାଘନଖିଆ

ଉଇକିଅଭିଧାନ‌ରୁ

ବାଘନଖିଆ

ଉଚ୍ଚାରଣ

[ସମ୍ପାଦନା]

[ ବାଘନଖା(ଖୀ)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବାଘନଖ ପରି ଅଗବଙ୍କା ହୋଇଥିବା (କଣ୍ଟା) —(thorns) Shaped like tiger- claws.
୨. ବାଘନଖୀ ଅସ୍ତ୍ରଦ୍ୱାରା ସଜ୍ଜିତ — ୨. Armed with the Bāghanakhī weapon.

କପଟୀ ଧାଈ ପରାଣଖିଆ କୂଟମନ୍ଦିର ମୋ ବାଘନଖିଆ ଦୀନକୃଷ୍ଣ. ରସକଲ୍ଲୋଳ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଘନଖୀ (ଦେଖ) - — Bāghanakhī (See)