Jump to content

ବାଘମୁହିଁ

ଉଇକିଅଭିଧାନ‌ରୁ

ବାଘମୁହିଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାଘମୁହାଁ (ଦେଖ) - ୧. Bāgha muhāñ (See)
୨. ଘର ଭିତରକୁ ପଶିବା ଦୁଆରଆଗରେ ଘର ମଧ୍ୟରେ ଦିଆଯାଇଥିବା ଆଡ଼ି କାନ୍ଥ (ଯେଉଁ କାନ୍ଥ ଯୋଗୁଁ ଆଗନ୍ତୁକ ବ୍ୟକ୍ତି ହଠାତ୍ ଗୃହମଧ୍ୟକୁ ପଶି ନ ପାରି ବାଉଳା ହୁଏ ଓ ଯେଉଁ କାନ୍ଥ ପ୍ରତିବନ୍ଧକ ଥିବାରୁ ବାହାରରେ ଠିଆ ହେବା ଲୋକକୁ ଘରର ଭିତର ଦେଖା ଯାଏ ନାହିଁ) —୨. A small wall raised inside the room adjoining the entrance, so that a new comer is puzzled when trying to enter the room
୩. ପୋଖରୀର ପଥର ପାହାଚମାନଙ୍କ ମଝିରେ ମଝିରେ ପାଣି ଉପରକୁ ବାହାରିଥିବା ପଥରଖଣ୍ଡ —୩. Stones projecting over the flight of steps in a tank.

[ ଦ୍ର—ଭୁବନେଶ୍ୱର କେଦାରଗୌରୀ କୁଣ୍ଡର ପାହାଞ୍ଚରେ ଏପରି ବାଘମୁଁହୀ ପଥର ସବୁ ଅଛି ଏ ପଥର ଉପରେ ଲୋକେ ବସି ଲୁଗା କାଚନ୍ତି ଓ ଚାଉଳ ଆଦି ଧୁଅନ୍ତି ]