ବାଘରା ମାଛି
ଦେଖଣା
ବାଘରା ମାଛି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଘରା ମାଛି
|
(ବାଘରା ମହୁମାଛି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ବଡ଼ ମହୁମାଛି —A species of big bess; Apis Dorsata.
[ ଦ୍ର—ଏମାନଙ୍କର ନାହୁଡ଼ ଅଛି ଏମାନେ ବଡ଼ ବଡ଼ ଫେଣା ବାନ୍ଧି ମହୁ କରନ୍ତି କେହି ଏମାନଙ୍କ ଫେଣାକୁ ଭାଙ୍ଗିଲେ ଏମାନେ ତାକୁ ବେଢି ଯାଇ ଅତି କଲବଲ କରି ମାରନ୍ତି ଏମାନଙ୍କ ଦଂଶନରେ ଆହତ ବ୍ୟକ୍ତିର ଦେହ ଗଡ଼କାଠ ପରି ଫୁଲିଯାଏ ]