ବାଘର ମାଉସୀ
ଦେଖଣା
ବାଘର ମାଉସୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଘର ମାଉସୀ
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବ୍ୟାଘ୍ର+ମାତୃସ୍ୱସା)
[ସମ୍ପାଦନା]- ୧. (ଏହାର ରୂପ ସଙ୍ଗେ ବାଘର ସାଦୃଶ୍ୟ ଥିବାରୁ) ===
- ୧. ବିରାଡ଼ି —୧. Cat.
- ୨. ନିର୍ଭୀକ ବ୍ୟକ୍ତି —୨. Fearless person.
ବାଘର ମାଉସୀ
|