ବାଘସିଂହ
=== ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -ଦୈହିକ ବଳଶାଳୀ ବ୍ୟକ୍ତି ପ୍ରତି ରାଜଦତ୍ତ ଉପାଧିବଶେଷ —A title conferred by kings on persons of strong physique.