ବାଘାମ୍ୱର
ଦେଖଣା
ବାଘାମ୍ୱର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟାଘ୍ର+ଅମ୍ୱର)
[ସମ୍ପାଦନା]- ୧. ସାଧୁମାନେ ଯେଉଁ ବ୍ୟାଘଛାଲ ଉପରେ ବସନ୍ତି — ୧. Tiger hide on which anchorites sit.
- ୨. ବାଘଛାଲ ପରି ଚିତ୍ରିତ କମ୍ୱଳ —୨. A blanket or rug appearing like a tiger skin.
- ୩. ବସ୍ତ୍ରରୂପେ ବ୍ୟବହୃତ ବାଘଚମ —୩. Tiger skin used as cloth.
ବିଶେଷଣ -
[ସମ୍ପାଦନା]ବ୍ୟାଘ୍ରଚର୍ମ ପରିଧାନକାରୀ —Wearing a tiger skin.