ବାଘି
ଦେଖଣା
ବାଘି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଧୁ=କୋଡ଼ ଗାତରେ ହେବା ବ୍ରଣ; ବଂକ୍ଷଣ=କୋ଼ଡ଼ ଗାତ)
[ସମ୍ପାଦନା]- ୧. ଉପଦଂଶ ଜନିତ ବ୍ରଣବିଶେଷ; ବାଳିଆ ଦାଢ଼ —୧. Bubo.
[ଦ୍ରଷ୍ଟବ୍ୟ —ଏହା ଜଂଘ ଓ ତଳି ପେଟର ସନ୍ଧି କୋଡ଼ ଗାତରେ ହୁଏ ଓ ବହୁ କଷ୍ଟାଦାୟକ ହୁଏ ଏହା ସହଜରେ ପାଚେ ନାହିଁ କିମ୍ୱା ବସେ ନାହିଁ ]
- ୨. ପିଛୁଳି; ଉରୁ ସନ୍ଧିରେ ପଡ଼ିବା ଗିଲିଟି — ୨. Lymphatic gland.