Jump to content

ବାଘୁଆ ଫାଶ

ଉଇକିଅଭିଧାନ‌ରୁ

ବାଘୁଆ ଫାଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବ୍ୟାଘ୍ର+ପାଶ)

[ସମ୍ପାଦନା]
୧. ଦଉଡ଼ିରେ ପକାଯିବା ଏକପ୍ରକାର ଦୋହୋରି ଗଣ୍ଠି — ୧. Reefknot; clove hitch; a double knot made with a string.
୨. ବାଘକୁ ଧରିବାପାଇଁ ବ୍ୟବହୃତ ଦଉଡ଼ିର ଜାଲ —୨. A snare for catching a tiger.