ବାଘ ଛେଳି ଏକାତୁଠରେ (ଘାଟରେ) ପାଣି ପିଇବା
ଦେଖଣା
ବାଘ ଛେଳି ଏକାତୁଠରେ (ଘାଟରେ) ପାଣି ପିଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବାକ୍ୟ (ନ୍ୟାୟ ବଚନ)
[ସମ୍ପାଦନା]ରାଜ୍ୟରେ ସୁଶାସନ ଯୋଗୁଁ ସର୍ବତ୍ର ଶାନ୍ତି ବିରାଜିତ ହେବା — (An analogical sentence applied to) An administration where there is perfect peace amongst naturally antagonistic parties, due to good administration.
[ ଦ୍ର—ଯେଉଁ ରାଜ୍ୟରେ ସୁଶାସନ ଯୋଗୁଁ ପରସ୍ପର ଶତ୍ରୁମାନଙ୍କ ମଧ୍ୟରେ, ରାଜ ଓ ପ୍ରଜା ମଧ୍ୟରେ , ପ୍ରବଳ ଓ ଦୁର୍ବଳ ମଧ୍ୟରେ ଶାନ୍ତି ଥାଏ ଓ ପ୍ରବଳ ଦୁର୍ବଳ ପ୍ରତି କିଛି ଅନିଷ୍ଟ କରି ନ ପାରେ ସେଠାରେ ଏ ନ୍ୟାୟ ଖଟାଯାଏ; ଯଥା—'ଇଂରାଜ ସରକାରଙ୍କ ଅମଳରେ ବାଘ ଛେଳି ଏକାତୁଠରେ ପାଣି ପିଉଛନ୍ତି' ]