ବାଘ ନହଡ଼ା
ଏକଜାତୀୟ ଲଟି ଘାସ — Commelina saiicifolia; a kind of grass which creeps or extends over the ground.
[ ଦ୍ର—ଏହା କଳମ ଶାଗଜାତୀୟ ଲତା; ପାଣିକୂଳରେ ଜନ୍ମେ ଏହା ଦେଖିବାକୁ ଘାସ ପରି ଫୁଲ ନୀଳବର୍ଣ୍ଣ, ଶୀତକାଳରେ ଫୁଟେ ଏ ଲତାର ରସ ନାଳୁଆ—ଯୋଗେଶ୍ଚନ୍ଦ୍ର ]