ବାଘ ଭେଳକି
ଦେଖଣା
ବାଘ ଭେଳକି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଘ ଭେଳକି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମନୁଷ୍ୟକୁ ଦେଖିଲେ ଭୟ ଉତ୍ପାଦନ କରିବା ନିମନ୍ତେ ବାଘ ଯେଉଁ ଗାଲ ଫୁଡ଼କି କରେ; ସ୍ୱର ଓ ଅଙ୍ଗଭଙ୍ଗି ଆଦି — ୧. The demeanour and poses of a tiger to frighten a man on seeing the latter.
- ୨. କିଂକର୍ତ୍ତବ୍ୟବମୂଢ଼ତା —୨. Bewilderment.