ବାଙ୍କ
ଦେଖଣା
ବାଙ୍କ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବକ୍ର, ବଙ୍କ)
[ସମ୍ପାଦନା]ବକ୍ର; ବଙ୍କା— Curved bent; crooked.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନଈ ବା ରାସ୍ତା ଯେଉଁ ସ୍ଥାନରେ ବଙ୍କା ହୋଇ— ଥାଏ; ମୋଡ଼ —୧. Curvature; a bend in a river or road etc.
- ୨. ଚାପି ଧରିବା ପାଇଁ ବ୍ୟବହୃତ ଲୁହାର ଯନ୍ତ୍ରବିଶେଷ —୨. An iron vice.
- ୩. ସ୍ତ୍ରୀ— ଲୋକଙ୍କର ଗୋଡ଼ରେ ପିନ୍ଧାବା ଅଳଙ୍କାରବିଶେଷ; ବାଙ୍କି; ଏକପ୍ରକାର ବଳା —୩. A curved anklet.
ସୁନା ବାହଙ୍କ ଥିଲେ କଉଡ଼ି—ତଗ