ବାଙ୍କଚୁଳିଆ
ଦେଖଣା
ବାଙ୍କଚୁଳିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଙ୍କଚୁଳିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ରଚୂଡ଼)
[ସମ୍ପାଦନା]ଯାହାର ମୁଣ୍ତର ଚୂଳ ବା ଜଟ ବକ୍ରଭାବରେ ସଜ୍ଜିତ ହୋଇଥାଏ — Having a slanting tuft on the head.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀକୃଷ୍ଣଙ୍କର ବିଶେଷଣାତ୍ମକ ନାମବିଶେଷ — An epithet of Srīkṛushna.