Jump to content

ବାଙ୍କନଳ(ଳି)

ଉଇକିଅଭିଧାନ‌ରୁ

ବାଙ୍କନଳ(ଳି)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ର+ନଳ)

[ସମ୍ପାଦନା]

ବଣିଆ ଯେଉଁ ବକ୍ରମୁଖ ସରୁ ଧାତବ ନଳଦ୍ୱାରା ଦୀପଶିଖାକୁ ଫୁଙ୍କି ଦେଇ ସୁନା ଅଳଙ୍କାରର କୌଣସି ଅଂଶକୁ ତରଳାଏ ବା କୌଣସି କ୍ଷୁଦ୍ର ଅଳଙ୍କାରକୁ ଝାଳେ — Blow pipe.