ବାଙ୍କ୍ଶିଆଳି ଦେବା
ବାଆଁ ଖାଡ଼ିଆ ଦେବା; To evade a person.
[ ଦ୍ର—ବିଲୁଆକୁ କୁକୁର ଗୋଡାଇଲେ ବିଲୁଆ ଯେଉଁ ପରି ବକ୍ରଗତି କରିବାରୁ କୁକ୍କୁର ତାକୁ ଧରି ପାରେ ନାହିଁ, ସେହିପରି ବକ୍ରଗତିରୁ ଏ ଶବ୍ଦର ଅର୍ଥ ସୂଚନା]