Jump to content

ବାଙ୍ଗୁର

ଉଇକିଅଭିଧାନ‌ରୁ

ବାଙ୍ଗୁର

ଉଚ୍ଚାରଣ

[ସମ୍ପାଦନା]
[ବାଙ୍ଗ(ଙ୍ଗୁ)ରୀ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବଙ୍କୁର; ବାମନ; ସଂସ୍କୃତ - କଣ୍ଠ= ଖର୍ବକାୟ)

[ସମ୍ପାଦନା]

ଖର୍ବକାୟ — Dwarfish.

ନୁହେ ଡେଙ୍ଗା ଅଥବା ବାଙ୍ଗର—ଚିନ୍ତାମଣି, ବିକ୍ରମାଦିତ୍ୟ