Jump to content

ବାଙ୍ମତୀ

ଉଇକିଅଭିଧାନ‌ରୁ

ବାଙ୍ମତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ନେପାଳର ନଦୀବିଶେଶ — Name of a river in Nepal.

[ଦ୍ରଷ୍ଟବ୍ୟ —ବରାହପୁରାଣରେ ଏ ନଦୀକୁ ଗଙ୍ଗାଙ୍କଠାରୁ ଅଧିକ ପବିତ୍ର ବୋଲି ବୋଲା ଯାଇଅଛି ଏଥିରେ ସ୍ନାନ କଲେ ଓ ଏହା କୂଳରେ ମଲେ ବିଷ୍ଣୁ ଲୋକ ପ୍ରାପ୍ତି ହୁଏ— ହିନ୍ଦୀ - ଶ. ]