Jump to content

ବାଙ୍ମନ

ଉଇକିଅଭିଧାନ‌ରୁ

ବାଙ୍ମନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ଦ୍ୱନ୍ଦ; ବାକ+ମନଃ; ଦ୍ୱି ବଚନ=ବାଙ୍ମନସୌ)

[ସମ୍ପାଦନା]

ମନୋବଚନ; ମନ ଓ ବଚନ; ବାକ୍ୟ ଓ ମନ — Word and mind.

[ଦ୍ରଷ୍ଟବ୍ୟ —ସଂସ୍କୃତରେ ବାକ୍ ଓ ମନଃ ଶବ୍ଦ ଦ୍ୱନ୍ଦ୍ୱରେ ଦ୍ୱିବଚନାନ୍ତ ବାଙ୍ମନସୌ ଶବ୍ଦ ହୁଏ ଓ ସମସ୍ତ ପଦରେ ଏ ଶବ୍ଦ ଅନ୍ୟ ଶବ୍ଦ ପୂର୍ବେ ଲାଗିଲେ ବାଙ୍ମନଃ ଆକାର ଧାରଣ କରେ, ଯଥା— ବାଙ୍ମମନୋଯୋଗ, ବାଙ୍ମମନଃସଂଯୋଗ]