ବାଙ୍ମୟ
ଦେଖଣା
ବାଙ୍ମୟ
ଉଚ୍ଚାରଣ
[ସମ୍ପାଦନା](ବାଙ୍ମୟୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବାକ୍+ଅପୃଥକ୍ ଭାବ ଅର୍ଥରେ ମୟ)
[ସମ୍ପାଦନା]- ୧. ବାକ୍ୟାତ୍ମକ —୧. Composed or consisting of words.
- ୨. ବାଗ୍ମୀ —୨. Eloquent.
- ୩. ବାକ୍ୟରେ ପ୍ରକାଶିତ —୩. Verbal.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବକ୍ତୃତା (ଶବ୍ଦ କଲଦ୍ରୁମ) —୧. Speech; address.
- ୨. ସାହିତ୍ୟ (ଶ. କ) —୨. Literature.
- ୩. ଅଳଙ୍କାର ଶାସ୍ତ୍ର (ଶ. କ) —୩. Rhetoric.
- ୪. କାବ୍ୟ ଶାସ୍ତ୍ର (ଶ. କ) —୪. Epic.