ବାଚକ
ଦେଖଣା
ବାଚକ
ଉଚ୍ଚାରଣ
[ସମ୍ପାଦନା](ବାଚିକା—ସ୍ତ୍ରୀ)
- ୧. କଥକ —୧. Speaking.
- ୨. ରବକାରକ — ୨. Uttering cries.
- ୩. ପୁରାଣ ପାଠକ — ୩. Reading or reciting the Purāṇas.
- ୪. ବାବଦୂକ; ବାକ୍ୟ ପ୍ରକାଶକାରୀ —୪. Vocal.
- ୫. (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ ଯଥା—ବସ୍ତୁବାଚକ; ସ୍ନେହ ବାଚକ; କ୍ରିୟାବାଚକ) ଅର୍ଥ ପ୍ରକାଶକ; ଦ୍ୟୋତକ; ବୋଧକ —୫. Expressive of; indicating.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାମ; ସଂଜ୍ଞା (ହିନ୍ଦୀ - ଶବ୍ଦସାଗର) — Name; definition.