Jump to content

ବାଚସ୍ପତି

ଉଇକିଅଭିଧାନ‌ରୁ

ବାଚସ୍ପତି

ଉଚ୍ଚାରଣ

[ସମ୍ପାଦନା]

ବାଚଃପତି, ବା(ବ)ଚସାଂପତିଅନ୍ୟରୂପ

  • (file)

ସଂସ୍କୃତ - ବିଶେଷଣ - (ବାଚଃ=ବାକ୍ୟର+ପତି=ପ୍ରଭୁ)

[ସମ୍ପାଦନା]

ବାକପଟୁ — Skilled in speech.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବାକ୍ୟ ଶାସ୍ତ୍ର ବିଶାରଦ ପଣ୍ଡିତ —୧. A master in the art of speech; a linguist.
୨. ବୃହସ୍ପତି —୨. Bṛuhaspati.
୩. ବିଦ୍ୱାନ୍ ବ୍ୟକ୍ତି — ୩. Learned person.
୪. ପୁଷ୍ୟା ନକ୍ଷତ୍ର —୪. The ୮th asterism of the Indian system of astronomy.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରସିଦ୍ଧ ପଣ୍ଡିତଙ୍କୁ ପଣ୍ଡିତସଭା ବା ରାଜାଙ୍କ ପ୍ରଦତ୍ତ ଉପାଧି (ଯଥା ତାରାନାଥ ତର୍କ ବାଚସ୍ପତି) —A title of distinction bestowed on very learned Pandits.