ବାଚସ୍ପତ୍ୟ
ବାଗ୍ମିତା; ବାକପଟୁତା — Oratory; eloquence.
ବଙ୍ଗୀୟ ପଣ୍ଡିତ ତାରାନାଥ ତର୍କ ବାଚସ୍ପତି ପ୍ରଣୀତ ସଂସ୍କୃତ ଅଭିଧାନବିଶେଷ —A Sanskrit dictionary edited by Pandit Taranath of Bengal.