ବାଚା
ଦେଖଣା
ବାଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)—(ସଂସ୍କୃତ - ବତ୍ସ)
[ସମ୍ପାଦନା]ବଚ୍ଚା; ଶିଶୁ — ୧. Child; infant.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କଥା; ବାକ୍ୟ —୧. Word; speech.
ବାଚା ଚାତୁର୍ଯ୍ୟ ସଙ୍ଗେ ମିଶାଇ—ଅଭିମନ୍ୟୁ ବିଦଗଧ ଚିନ୍ତାମଣି
- ୨. ପ୍ରତିଜ୍ଞା; ପ୍ରତିଶ୍ରୁତି —୨. Promise.
- ୩. ବଚୁଆ ମାଛ (ଦେଖ) - —୩. Bachuā fish (See)