Jump to content

ବାଚାଳ

ଉଇକିଅଭିଧାନ‌ରୁ

ବାଚାଳ

ଉଚ୍ଚାରଣ

[ସମ୍ପାଦନା]
[ବାଚାଟା(ଳା)—ସ୍ତ୍ରୀ] 

(ବାଚାଟ[ଳ]ତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - [ବାଚ+ଆଟ (ଆଳ)]

[ସମ୍ପାଦନା]

ବହୁଭାଷୀ, ପ୍ରଗଳ୍ଭ — Talkative; loquacious; garrulous; braggart.