Jump to content

ବାଚାୟନ

ଉଇକିଅଭିଧାନ‌ରୁ

ବାଚାୟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାତ+ଅୟନ=ମାର୍ଗ)

[ସମ୍ପାଦନା]
୧. ଗବାକ୍ଷ; ଝରକା —Window; shutter; loophole.
୨. (ବହୁବ୍ରୀହି; ବାତ ପରି ଅୟନ ଅର୍ଥାତ୍ ଗତି ଯାହାର) ଘୋଡ଼ା; ଅଶ୍ୱ —Horse.