ବାଚୁ
ବଚ; ଅତିରିକ୍ତ ପରିଶ୍ରମ ବା କଥାବାର୍ତ୍ତା ବା ରୋଗଜନିତ କ୍ଳାନ୍ତି ଯୋଗୁଁ ମୁହଁରୁ ବାହାରିବା ଫେନଯୁକ୍ତ ଲାଳ — Froth issuing from the mouth.
ଦେଖ ପାଟି ଦେଇ ବାହାରୁଅଛି ବାଚୁ— କୃଷ୍ଣସିଂହ, ମହାଭାରତ, ବିରାଟ