ବାଚ୍ୟ
ଦେଖଣା
ବାଚ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ବଚ ଧାତୁ +କର୍ମ. ଯ)
[ସମ୍ପାଦନା]- ୧. ବକ୍ତବ୍ୟ — ୧. Fit to be spoken.
- ୨. କଥନୀୟ; କହିବା— ଯୋଗ୍ୟ —୨. Utterable.
- ୩. ଚିରସ୍ମରଣୀୟ — ୩. Reproachable; deserving abuse.
- ୪. କୁତ୍ସିତ —୪. Nasty; wretched.
- ୫. ଘୃଣିତ —
୫. Detested.
- ୬. ଜାତିଭ୍ରଷ୍ଟ —୬. Excom-municated.
- ୭. ଦୁଷ୍ଟ —୭. Wicked.
- ୮. ପ୍ରତି— ପଦ୍ୟ —୮. Demonstrable.
- ୯. ନିନ୍ଦ୍ୟ — ୯. Blameworthy.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କଥା —୧. Speech.
- ୨. ନିନ୍ଦା —୨. Reproch.
- ୩. (ବ୍ୟାକରଣ) ବାକ୍ୟର ଯେଉଁ ପ୍ରକୃତିଦ୍ୱାରା ଅଭିଧା ବା ବକ୍ତାଙ୍କର ଇଚ୍ଛା ଜଣାଯାଏ ଓ ବାକ୍ୟରେ ବ୍ୟବହୃତ କ୍ରିୟାର ପ୍ରକୃତି ଜଣାଯାଏ — ୩. (grammar) The voice of a verb (e.g. active voice and passive voice).
[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣରେ ବାଚ୍ୟ ୮ ପ୍ରକାର; ଯଥା— କର୍ତ୍ତୃ, କର୍ମ, କରଣ, ସମ୍ପ୍ରଦାନ, ଅପାଦାନ, ଅଧିକରଣ, ଭାବ ଓ କର୍ମକର୍ତ୍ତୃ ଓଡ଼ିଆ ବ୍ୟାକରଣରେ ବାକ୍ୟର ବାଚ୍ୟ ଚାରି ପ୍ରକାର— କର୍ତ୍ତୃ, କର୍ମ, ଭାବ ଓ କର୍ମକର୍ତ୍ତୃ ବାଚ୍ୟ]
- ୪. (ବ୍ୟାକରଣ) ଧାତୁର ଉତ୍ତର ଭିନ୍ନ ଭିନ୍ନ ଅର୍ଥରେ ଯୁକ୍ତ ହେବା ପ୍ରତ୍ୟୟ —୪. (grammar) Suffix of a verb.
- ୫. (ବ୍ୟାକରଣ) ଶବ୍ଦଦ୍ୱାରା ଯେଉଁ ବସ୍ତୁର ବା ଅର୍ଥର ବୋଧ ହୁଏ; ଅଭିଧେୟ ବସ୍ତୁ ବା ଅର୍ଥ (ହିନ୍ଦୀ - ଶ) —୫. A thing or meaning indirected by a word.
- ୬. ଅଭିଧେୟ (ଦେଖ) - — ୬. Abhidheya (See).