ବାଚ୍ୟାର୍ଥ
ଦେଖଣା
ବାଚ୍ୟାର୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(କର୍ମଧା; ବାଚ୍ୟ+ଅର୍ଥ)
[ସମ୍ପାଦନା](ବ୍ୟାକରଣ) ଶବ୍ଦର ନିୟତ ଅର୍ଥଦ୍ୱାରା ପ୍ରକଟିତ ଅଭିପ୍ରାୟ; ସଙ୍କେତରୂପେ ସ୍ଥିରୀକୃତ ଶବ୍ଦର ମୌଳିକ ଅର୍ଥ —(grammer) The original or settled or fundamental meaning of a word.
[ଦ୍ରଷ୍ଟବ୍ୟ —ଶବ୍ଦମାନଙ୍କର ୩ଟି ଶକ୍ତି—ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା ଲକ୍ଷଣା ଓ ବ୍ୟଞ୍ଜନାର ଆଧାର ଅଭିଧା ଅଟେ, ଯାହା ଶବ୍ଦ— ସଙ୍କେତଦ୍ୱାରା ଶବ୍ଦର ନିୟତ ଅର୍ଥର ବୋଧ କରାଏ ଯେଉଁ ଅର୍ଥ ଶବ୍ଦର ମୌଳିକ ଅର୍ଥ ଅଟେ ତାହା ଉକ୍ତ ଶବ୍ଦର ବାଚ୍ୟାର୍ଥେ— (ହିନ୍ଦୀ - ଶ)]