Jump to content

ବାଛ

ଉଇକିଅଭିଧାନ‌ରୁ

ବାଛ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଚ୍ୟ)

[ସମ୍ପାଦନା]
୧. ନିନ୍ଦା; ଅପବାଦ; ବାଇତ — ୧. Defamation; blame.
୨. ସମାଲୋଚନା — ୨. Criticism.

ଅନୁବାଦ

[ସମ୍ପାଦନା]
୩. (ସଂସ୍କୃତ - ନିର୍ବାଚନ) ବାଛିବା; ନିର୍ବାଚନ କରିବା — ୩. Selecting (good from bad).

ଅନୁବାଦ

[ସମ୍ପାଦନା]
୪. ଭଲ ମନ୍ଦର ବିଚାର —୪. Discrimination.