Jump to content

ବାଛବିଚାର

ଉଇକିଅଭିଧାନ‌ରୁ

ବାଛବିଚାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନିର୍ବାଚନ+ବିଚାର)

[ସମ୍ପାଦନା]
୧. ବିଚାର ପୂର୍ବକ ନିର୍ବାଚନ —୧. Choice after consideration; well considered choice.
୨. ନ୍ୟାୟାନ୍ୟାୟ ବିବେଚନା — ୨. Discrimination between right and wrong.
୩. ସମାଲୋଚନା —୩. Criticism.